ଖର୍ଚ୍ଚ ହୋଇପାରିଲାନି 37 ହଜାର କୋଟି! | Odisha Reporter
ବିଧାନସଭାରେ ରାଜ୍ୟର ଆର୍ଥିକ ସ୍ଥିତି ନେଇ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜିଙ୍କ ତିନିଟି ରିପୋର୍ଟ ଉପସ୍ଥାପିତ ହେବା ପରେ ଏ ନେଇ ପ୍ରେସମିଟ କରିଥିଲେ ସିଏଜି। ଏଥିରେ ୨୦୨୨ରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ବ ଆଦାୟ ବଢ଼ିବା ଦେଖାଯାଇଥିଲା ବେଳେ ସେହି ଅନୁସାରେ ଖର୍ଚ୍ଚ ହୋଇପାରୁନଥିବା ଦେଖାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
