Advertisment

ଖର୍ଚ୍ଚ ହୋଇପାରିଲାନି ୩୭ ହଜାର କୋଟି!

ବିଧାନସଭାରେ ରାଜ୍ୟର ଆର୍ଥିକ ସ୍ଥିତି ନେଇ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜିଙ୍କ ତିନିଟି ରିପୋର୍ଟ ଉପସ୍ଥାପିତ ହେବା ପରେ ଏ ନେଇ ପ୍ରେସମିଟ କରିଥିଲେ ସିଏଜି।

Advertisment

ବିଧାନସଭାରେ ରାଜ୍ୟର ଆର୍ଥିକ ସ୍ଥିତି ନେଇ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜିଙ୍କ ତିନିଟି ରିପୋର୍ଟ ଉପସ୍ଥାପିତ ହେବା ପରେ ଏ ନେଇ ପ୍ରେସମିଟ କରିଥିଲେ ସିଏଜି। ଏଥିରେ ୨୦୨୨ରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ବ ଆଦାୟ ବଢ଼ିବା ଦେଖାଯାଇଥିଲା ବେଳେ ସେହି ଅନୁସାରେ ଖର୍ଚ୍ଚ ହୋଇପାରୁନଥିବା ଦେଖାଯାଉଛି।

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe