Advertisment

ନୂଆ ଚାକିରି କଲେ ସରକାର ଦେବେ ଗୋଟିଏ ମାସର ଦରମା

ନୂଆ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Advertisment

ନୂଆ ଚାକିରି କଲେ ସରକାର ଦେବେ ଗୋଟିଏ ମାସର ଦରମା । ନୂଆ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଥର ପାଇଁ ଚାକିରି କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ସରକାର ମାସର ଦରମା ଦେବେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Union Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe