Advertisment

ପିଏମ ମୁଦ୍ରା ଲୋନ ହେଲା ଦୁଇଗୁଣା

ମୁଦ୍ରା ଲୋନ୍ ଏବେ ୧୦ଲକ୍ଷରୁ ବଢ଼ି ୨୦ ଲକ୍ଷ ହେବ ।

author-image
Manoj Swain

ବଢ଼ିଲା ମୁଦ୍ରା ଲୋନ୍‌ ସୀମା। ମୁଦ୍ରା ଲୋନ୍‌ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Advertisment
Union Budget 2024 Union Budget