Advertisment

କଏନ ନନେଲେ କାର୍ଯ୍ୟାନୁଷ୍ଠାନ !

ରାଜ୍ୟର ବିଭିନ୍ନ ସ୍ଥାନରେ କଏନକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ପରେ ସାମ୍ନାକୁ ଆସିଲା ରିଜର୍ଭ ବ୍ୟାଙ୍କ। କଏନକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ କଏନକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ପରେ, ସାମ୍ନାକୁ ଆସିଲା ରିଜର୍ଭ ବ୍ୟାଙ୍କ। କଏନକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା। ଖୁବଶୀଘ୍ର ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ୩ ମାସ ମଧ୍ୟରେ ସବୁ ବ୍ଲକର ବଜାର ସ୍ଥାନରେ ହେବ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ପାରିବେ।

Advertisment
Odisha Bhubaneswar RBI Coin Exchange
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe