ବଜେଟରେ ଓଡିଶା ପାଇଲା କଣ ? | Odisha Reporter
କେନ୍ଦ୍ର ବଜେଟରେ ଓଡିଶାକୁ କାହିଁକି ମିଳିଲାନି ସ୍ୱତନ୍ତ୍ର ଅନୁଦାନ ତାକୁ ନେଇ ତେଜିଲା ରାଜନୀତି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି । ଡବଲ ଇଂଜିନ ସରକାର କଥା କହୁଥିଲ ଏବେ ଓଡିଶା ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସିଧା ପ୍ରଶ୍ନ କରିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
