Advertisment

ବଜେଟରେ ଓଡିଶା ପାଇଲା କଣ ?

କେନ୍ଦ୍ର ବଜେଟରେ ଓଡିଶାକୁ କାହିଁକି ମିଳିଲାନି ସ୍ୱତନ୍ତ୍ର ଅନୁଦାନ ତାକୁ ନେଇ ତେଜିଲା ରାଜନୀତି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି ।

Advertisment

କେନ୍ଦ୍ର ବଜେଟରେ ଓଡିଶାକୁ କାହିଁକି ମିଳିଲାନି ସ୍ୱତନ୍ତ୍ର ଅନୁଦାନ ତାକୁ ନେଇ ତେଜିଲା ରାଜନୀତି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି । ଡବଲ ଇଂଜିନ ସରକାର କଥା କହୁଥିଲ ଏବେ ଓଡିଶା ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସିଧା ପ୍ରଶ୍ନ କରିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Union Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe