କିଏ ସେହି ଧଳାହସ୍ତୀ ? | Odisha Reporter
ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି । ସେଥିପାଇଁ ତାଙ୍କୁ ମଜୁରୀ ମିଳୁଛି । ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଲେ ୩ ଶହ ଟଙ୍କା ମଜୁରି ମିଳୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ କାହା ଟଙ୍କା କିଏ ଫେରାଉଛି, ପଛରେ ଅଛନ୍ତି କି ଧଳାହସ୍ତୀ ? ଏହାକୁ ନେଇ ତନାଘନା ଆରମ୍ଭ କରିଛି EOW ଓ ED ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
