Advertisment

କିଏ ସେହି ଧଳାହସ୍ତୀ ?

ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି।

ଅଦ୍ୟତନ ହୋଇଛି
Advertisment

ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି । ସେଥିପାଇଁ ତାଙ୍କୁ ମଜୁରୀ ମିଳୁଛି । ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଲେ ୩ ଶହ ଟଙ୍କା ମଜୁରି ମିଳୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ କାହା ଟଙ୍କା କିଏ ଫେରାଉଛି, ପଛରେ ଅଛନ୍ତି କି ଧଳାହସ୍ତୀ ? ଏହାକୁ ନେଇ ତନାଘନା ଆରମ୍ଭ କରିଛି EOW ଓ ED । 

Advertisment
Odisha Bhubaneswar RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe