ଏପ୍ରିଲ-ଜୁନରେ ଭାରତର ଜିଡିପି ୭.୮%

ପ୍ରଥମ କ୍ୱାର୍ଟରରେ ଜିଡିପି ୭.୮% ରହିଥିଲେ ହେଁ ଏହା ଆଦୌ ଆଖି ଦୃଶିଆ କିମ୍ବା ସନ୍ତୋଷଜନକ ନୁହେଁ। କାରଣ ପୂର୍ବ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୧୩.୫% ରେକର୍ଡ କରାଯାଇଥିଲା।

GDP

representational image

Hemant Lenka
  • Published: Thursday, 31 August 2023
  • Updated: 31 August 2023, 08:06 PM IST

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅର୍ଥାତ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ୭.୮%କୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷର ୪ର୍ଥ କ୍ୱାର୍ଟରରେ ଅଭିବୃଦ୍ଧି ହାର ୬.୧% ଥିଲା। ଆଜି ଭାରତ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ଜିଡିପି ଏପ୍ରିଲ-ଜୁନ କ୍ୱାର୍ଟରରେ ୭.୮% ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା। ସତକୁ ସତ ପ୍ରଥମ କ୍ୱାର୍ଟରରେ ଜିଡିପି ୭.୮% ରେକର୍ଡ ହୋଇଛି।

Also Read

ଭାରତର ଜିଡିପି ୭.୭% ରହିବ ବୋଲି ଅର୍ଥନୀତିକ ବିଶେଷଜ୍ଞମାନେ ମତ ରଖିଥିବା ବେଳେ ଏସ୍‌ବିଆଇର ବିଶେଷଜ୍ଞମାନେ ଏହା ୮.୩% ରହିବ ବୋଲି ପୂର୍ବାନୁମାନ କରିଥିଲେ।

ବିଶେଷଜ୍ଞମାନେ କହିଛନ୍ତି, ଭାରତୀୟ ଅର୍ଥନୀତି ସ୍ଥିର ଓ ଧୀର ଭାବେ ଆଗକୁ ବଢ଼ୁଛି। ଆଗାମୀ ପାର୍ବଣ ଋତୁରେ ଏହା ଆହୁରି ଆଗକୁ ବଢ଼ିବ। ତେବେ ଅର୍ଥନୀତିକ ଅଭିବୃଦ୍ଧିରେ ମୁଦ୍ରାସ୍ଫୀତିର ପ୍ରଭାବ ଓ ଅସ୍ଥିର ପରିବେଶର ନାକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଦେଶର ଉତ୍ପାଦନ, ସେବା ଓ ରପ୍ତାନୀ କ୍ଷେତ୍ରଗୁଡ଼ିକ ଅଧିକ ଅଭିବୃଦ୍ଧି କରିଛନ୍ତି। ଅତିରିକ୍ତ ଭାବେ ଟିକସ ସଂଗ୍ରହ ମଧ୍ୟ ବଢ଼ିଛି।

ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ବୀତ୍ତିୟ ନିଅଣ୍ଟ ୩୩.୯% ଛୁଇଁଛି। ଏହା ସରକାରଙ୍କ ପୂରା ବର୍ଷର ବୀତ୍ତିୟ ନିଅଣ୍ଟ ଟାର୍ଗେଟ ସହ ସମାନ। ଖର୍ଚ୍ଚ ଓ ରାଜସ୍ୱ ମଧ୍ୟରେ ବୀତ୍ତିୟ ନିଅଣ୍ଟର ଗ୍ୟାପ ୬.୦୬ ଲକ୍ଷ କୋଟି ରହିଛି। ବଜେଟ ଆକଳନ ଠାରୁ ନିଅଣ୍ଟ ହାର ୨୦.୫% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story