ଏସବିଆଇକୁ କାହିଁକି ଗଲେନି ଆରବିଆଇକୁ ଗଲେ ? | Odisha Reporter
ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରାୟ ସାଢ଼େ ଚାରିମାସ କାଳ ଷ୍ଟେଟ ବ୍ୟାଙ୍କ, ପଂଜାବ ନେସନାଲ ବ୍ୟାଙ୍କ ଭଳି ସବୁ ବାଣିଜ୍ୟିକ ବ୍ୟାଙ୍କରେ ଲୋକଙ୍କୁ ଥରକରେ 20 ହଜାର ଟଙ୍କା ପର୍ଯ୍ୟନ୍ତ 2 ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ କୌଣସି ପରିଚୟ ପତ୍ର ବା କେଓ୍ବାଇସି ଦେବାକୁ ପଡୁନଥିଲା। ସେତେବେଳେ ଏହି ଲୋକେ ବ୍ୟାଙ୍କରେ ସୁରୁଖୁରୁରେ ଟଙ୍କା ନବଦଳାଇ ଏବେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ଭିଡ଼ ଲଗାଉଛନ୍ତି କାହିଁକି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
