ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରାୟ ସାଢ଼େ ଚାରିମାସ କାଳ ଷ୍ଟେଟ ବ୍ୟାଙ୍କ, ପଂଜାବ ନେସନାଲ ବ୍ୟାଙ୍କ ଭଳି ସବୁ ବାଣିଜ୍ୟିକ ବ୍ୟାଙ୍କରେ ଲୋକଙ୍କୁ ଥରକରେ 20 ହଜାର ଟଙ୍କା ପର୍ଯ୍ୟନ୍ତ 2 ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ କୌଣସି ପରିଚୟ ପତ୍ର ବା କେଓ୍ବାଇସି ଦେବାକୁ ପଡୁନଥିଲା। ସେତେବେଳେ ଏହି ଲୋକେ ବ୍ୟାଙ୍କରେ ସୁରୁଖୁରୁରେ ଟଙ୍କା ନବଦଳାଇ ଏବେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ଭିଡ଼ ଲଗାଉଛନ୍ତି କାହିଁକି ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ନେଇ ଉଦବେଗ
ଦୁଇ ମାସ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪,୭୦୦ କୋଟି ଡଲାର ବା ପ୍ରାୟ ୬.୭ ପ୍ରତିଶତ ହ୍ରାସ ପାଇବା ଉଦବେଗର କାରଣ ପାଲଟିଛି। କେବଳ ଗତ ଏକ ସପ୍ତାହ ମଧ୍ୟରେ ଏହା ୧,୭୭୬ କୋଟି ଡଲାର ହ୍ରାସ ପାଇଛି। ତେଣୁ ଏହି ଚିନ୍ତାଜନକ ସ୍ଥିତିର କାରଣ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି।
Finance
କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି, ୩% ବଢିଲା ମହଙ୍ଗା ଭତ୍ତା
ଆଜି କ୍ୟାବିନେଟ ବୈଠକ ପରେ ଏହି ଘୋଷଣା କରାଯାଇଛି।
Finance
୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୩୫୦୦ ଟଙ୍କା ଭତ୍ତା
ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା।
Finance
ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
Finance
୩୩, ୯୧୯ କୋଟିର କୃଷି ବଜେଟ
ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି । ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି।