Advertisment

ଟଙ୍କା ବଦଳ କରିବାକୁ ଦିନ ମଜୁରିଆଙ୍କୁ ପଠାଉଛି କିଏ ?

ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି।

ଅଦ୍ୟତନ ହୋଇଛି
Advertisment

ଗତ କିଛି ଦିନ ଧରି ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗିରହିଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରାୟ ସାଢ଼େ ଚାରିମାସ କାଳ ଷ୍ଟେଟ ବ୍ୟାଙ୍କ, ପଂଜାବ ନେସନାଲ ବ୍ୟାଙ୍କ ଭଳି ସବୁ ବାଣିଜ୍ୟିକ ବ୍ୟାଙ୍କରେ ଲୋକଙ୍କୁ ଥରକରେ 20 ହଜାର ଟଙ୍କା ପର୍ଯ୍ୟନ୍ତ 2 ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ କୌଣସି ପରିଚୟ ପତ୍ର ବା କେଓ୍ବାଇସି ଦେବାକୁ ପଡୁନଥିଲା। ସେତେବେଳେ ଏହି ଲୋକେ ବ୍ୟାଙ୍କରେ ସୁରୁଖୁରୁରେ ଟଙ୍କା ନବଦଳାଇ ଏବେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ଭିଡ଼ ଲଗାଉଛନ୍ତି କାହିଁକି ? 

Advertisment
Odisha Bhubaneswar RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe