Advertisment

ବଣ୍ଟାଯାଇ ପାରୁନି 20 ହଜାର ଭତ୍ତା !

ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭଳି ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ମାସିକ 500ରୁ 700 ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳୁଛି।

author-image
Manoj Swain

ସମସ୍ତ ରାଜ୍ୟ ଭଳି ଓଡ଼ିଶାରେ ବି ମିଳୁଛି ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସାମାଜିକ ପେନସନ। ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭଳି ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ମାସିକ 500ରୁ 700 ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳୁଛି। ହେଲେ ଏବେ ରାଜ୍ୟରେ 19,019 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ବି ସେହି ସ୍ଥାନରେ ନୂଆ ଆବେଦନ କରି ଅପେକ୍ଷାରେ ଥିବା ଲୋକଙ୍କୁ ଭତ୍ତା ଦିଆଯାଇପାରୁନାହିଁ । 

Advertisment
Odisha Old Age Pension