Advertisment

ଖର୍ଚ୍ଚ ନ କରି ରାଜସ୍ୱ ବଳକା ?

ରାଜସ୍ୱ ବଳକା ରାଜ୍ୟରେ ଓଡିଶା ୧ ନମ୍ବର ହେବା ପରେ ସମସ୍ତଙ୍କ ମନରେ ଏବେ ଏମିତି ପ୍ରଶ୍ନ ।

author-image
Manoj Swain

ବିଜେଡି ଶାସନର ୨୩ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି ଓ ଆଶାକର୍ମୀ । କାହାର ଦାବି ଦରମା ବୃଦ୍ଧି ତ, କାହାର ଦାବି ସ୍ଥାୟୀ ନିଯୁକ୍ତି । ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଉ ଏପଟେ ଓଡିଶା ରାଜସ୍ବ ବଳକା ଥିବା 17 ରାଜ୍ୟ ଭିତରେ 1 ନମ୍ବର କହି ସୋଶାଲ ମିଡିଆରେ ପ୍ରଚାର ଚାଲିଛି । 

Advertisment
Odisha Bhubaneswar Odisha Revenue Surplus