ଖର୍ଚ୍ଚ ନ କରି ରାଜସ୍ୱ ବଳକା? | Grievances | Ensure Justice | CM Naveen Patnaik | Odisha Reporter
Advertisment
ବିଜେଡି ଶାସନର ୨୩ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି ଓ ଆଶାକର୍ମୀ । କାହାର ଦାବି ଦରମା ବୃଦ୍ଧି ତ, କାହାର ଦାବି ସ୍ଥାୟୀ ନିଯୁକ୍ତି । ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଉ ଏପଟେ ଓଡିଶା ରାଜସ୍ବ ବଳକା ଥିବା 17 ରାଜ୍ୟ ଭିତରେ 1 ନମ୍ବର କହି ସୋଶାଲ ମିଡିଆରେ ପ୍ରଚାର ଚାଲିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us