ସଂସଦରେ ଆଜି ଉପସ୍ଥାପନ ହୋଇଛି କାମଚଳା ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ ଆଜି କାମଚଳା ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ଶୁଣନ୍ତୁ କଣ ଆଶା କରିଛନ୍ତି ସାଧାରଣ ଜନତା।