ସାହାରାରେ ଓଡ଼ିଶାରୁ 4,600 କୋଟି ଜମା ? | Odisha Reporter
ସାହାର ଗ୍ରୁପର ୪ଟି କୋପରେଟିଭ ସେସାଇଟି ଜରିଆରେ ଠକାମିର ଶିକାର ହୋଇଥିବା ଲୋକଙ୍କୁ ଏବେ ଟଙ୍କା ମିଳିବା ଆରମ୍ଭ ହୋଇଛି। ଠକାମିର ଶିକାର ହୋଇଥିବା ୧୦ କୋଟି ଜମାକାରୀଙ୍କୁ ୯ ମାସରେ ଟଙ୍କା ଫେରସ୍ତ ଦିଆଯାଇପାରିବ ବୋଲି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ। ଏହିକ୍ରମରେ ଓଡ଼ିଶାରୁ ଲୋକେ ସାହାରାରେ ଅତି କମରେ ୪,୬୦୦ କୋଟି ଟଙ୍କା ଜମା ରଖିଥିଲେ ବୋଲି କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ ରିପୋର୍ଟ ଦେଇଛନ୍ତି ରାଜ୍ୟ ସମବାୟ ନିବନ୍ଧକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
