Advertisment

ସାହାରାରେ ଓଡ଼ିଶାରୁ ୪,୬୦୦ କୋଟି ଜମା ?

ଓଡ଼ିଶାରୁ ଲୋକେ ସାହାରାରେ ଅତି କମରେ ୪,୬୦୦ କୋଟି ଟଙ୍କା ଜମା ରଖିଥିଲେ ବୋଲି କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ ରିପୋର୍ଟ ଦେଇଛନ୍ତି ରାଜ୍ୟ ସମବାୟ ନିବନ୍ଧକ ।

Advertisment

ସାହାର ଗ୍ରୁପର ୪ଟି କୋପରେଟିଭ ସେସାଇଟି ଜରିଆରେ ଠକାମିର ଶିକାର ହୋଇଥିବା ଲୋକଙ୍କୁ ଏବେ ଟଙ୍କା ମିଳିବା ଆରମ୍ଭ ହୋଇଛି। ଠକାମିର ଶିକାର ହୋଇଥିବା ୧୦ କୋଟି ଜମାକାରୀଙ୍କୁ ୯ ମାସରେ ଟଙ୍କା ଫେରସ୍ତ ଦିଆଯାଇପାରିବ ବୋଲି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ। ଏହିକ୍ରମରେ ଓଡ଼ିଶାରୁ ଲୋକେ ସାହାରାରେ ଅତି କମରେ ୪,୬୦୦ କୋଟି ଟଙ୍କା ଜମା ରଖିଥିଲେ ବୋଲି କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ ରିପୋର୍ଟ ଦେଇଛନ୍ତି ରାଜ୍ୟ ସମବାୟ ନିବନ୍ଧକ ।

Advertisment
Odisha Sahara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe