Advertisment

ଦ୍ୱନ୍ଦ୍ୱରେ ଗ୍ରାହକ ଓ ଦୋକାନୀ

ବ୍ରହ୍ମପୁର ସହର ଭିତରେ ଏକ ମିଛ ଗୁଜବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୋକାନୀ ଓ ଗ୍ରାହକଙ୍କ ମନରେ ରହିଛି 10 ଟଙ୍କିଆ କଏନ ଅଚଳ।

Advertisment

ବ୍ରହ୍ମପୁର ସହର ଭିତରେ ଏକ ମିଛ ଗୁଜବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୋକାନୀ ଓ ଗ୍ରାହକଙ୍କ ମନରେ ରହିଛି 10 ଟଙ୍କିଆ କଏନ ଅଚଳ। ତେଣୁ ଗ୍ରାହକ ଦେଲେ ଦୋକାନୀ ଗ୍ରହଣ କରୁନାହାନ୍ତି କି ଦୋକାନୀ ଦେଲେ ଗ୍ରାହକ ଗ୍ରହଣ କରୁନାହାନ୍ତି। ଯାହାର ପରିଣାମ ଭୋଗଛନ୍ତି ସାଧାରଣ ଜନତା। ଯାହାଙ୍କ 10 ଟଙ୍କିଆ କଏନ ଅଛି, ସେ କରିବେ କଣ ? ତେବେ ଏହାକୁ ନେଇ ଆଜି ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି ଯେ, କୌଣସି ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ ଏବଂ ୫୦ ପଇସାରୁ ୨୦ ଟଙ୍କା କଏନ, ସବୁ ଚଳୁଛି।  

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe