ସୁବ୍ରତଙ୍କ ଗଲା ପରେ ଟେନସନରେ ଜମାକାରୀ !

ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ମୃତ୍ୟ ପରେ ପୁଣି ଚିନ୍ତାରେ ଡିପୋଜିଟର ।

Manoj Swain
  • Published: Thursday, 16 November 2023
  • Updated: 16 November 2023, 11:04 AM IST

Sports

Latest News

ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କ ବିୟୋଗ ପରେ ଜମାକାରୀଙ୍କୁ ଘାରିଛି ଚିନ୍ତା । ନିଜ ଜମା ଟଙ୍କା ଫେରି ପାଇବେ କି ନାହିଁ, ବର୍ତ୍ତମାନ ସେମାନଙ୍କ ମନରେ ଏହି ପ୍ରଶ୍ନ ଉଠିଛି । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାହାରା କମ୍ପାନିରେ ଟଙ୍କା ଜମା କରିଥିଲେ। କିନ୍ତୁ ଟଙ୍କା ଫେରି ପାଇ ନଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ହୋଇଥିଲା। କେନ୍ଦ୍ରସରକାର ଏକ ସ୍ବତନ୍ତ୍ର ପୋର୍ଟାଲ ମଧ୍ୟ କରିଛନ୍ତି । ତଥାପି ଲୋକଙ୍କ ମନରେ ରହିଛି ଆଶା ଆଶଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos