Advertisment

ଲାଭବାନ ହେବେ ମହିଳା

କେନ୍ଦ୍ର ଅର୍ଥମନ୍ତ୍ରୀ ଆଣିଥିବା ବଜେଟରେ ବିକଶିତ ଭାରତର ପ୍ରତିଛବି ଦେଖିବାକୁ ମିଳିଛି।

author-image
Manoj Swain

କେନ୍ଦ୍ର ଅର୍ଥମନ୍ତ୍ରୀ ଆଣିଥିବା ବଜେଟରେ ବିକଶିତ ଭାରତର ପ୍ରତିଛବି ଦେଖିବାକୁ ମିଳିଛି। ବିଶେଷ କରି ନିଯୁକ୍ତି, ଦକ୍ଷତା ବିକାଶ ଓ 4 କୋଟି ଯୁବକଙ୍କୁ ଅନ୍ୟାନ୍ୟ ସୁବିଧା ପ୍ରଧାନକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଦୃଢ଼ ବିକାଶର ରାସ୍ତାରେ ଦେଶକୁ ଆଗେଇ ନେବା ଲକ୍ଷ୍ୟରେ ଏଥରର ବଜେଟକୁ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି।  …

Advertisment
Union Budget 2024