କାମ କରୁନି ଏସ୍ବିଆଇ ୟୁପିଆଇ । ତିନି ଦିନ ହେଲାଣି ନାକେଦମ କଲାଣି ଏସ୍ବିଆଇ UPI ଟ୍ରାଞ୍ଜାକ୍ସନ। ସ୍କାନରରେ ଦେଖାଇଲେ ଟଙ୍କା ଯାଉଛି ହେଲେ ମର୍ଚ୍ଚାଣ୍ଟ କିନ୍ତୁ ପାଉ ନାହାନ୍ତି। ଅନଲାଇନରେ ପେମେଣ୍ଟ କରନ୍ତୁ କିମ୍ବା କୌଣସି ଟ୍ରାଞ୍ଜାକ୍ସନ କିଛି ବି କାମ କରୁନି । ଗତ ତିନି ଦିନ ଧରି ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ ଭଳି ଅନଲାଇନ୍ ମୋବାଇଲ୍ ଆପରେ ଏବେ ଏମିତି ସମସ୍ୟା ଲାଗି ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Finance
କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି, ୩% ବଢିଲା ମହଙ୍ଗା ଭତ୍ତା
ଆଜି କ୍ୟାବିନେଟ ବୈଠକ ପରେ ଏହି ଘୋଷଣା କରାଯାଇଛି।
Finance
୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୩୫୦୦ ଟଙ୍କା ଭତ୍ତା
ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା।
Finance
ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
Finance
୩୩, ୯୧୯ କୋଟିର କୃଷି ବଜେଟ
ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି । ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି।
Finance
ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ
ରେଳ ବଜେଟ୍ରେ ଓଡ଼ିଶା ପାଇଁ ରେକର୍ଡ଼ ପରିମାଣରେ ଅର୍ଥ ଦିଆଯାଇଛି। ଏଥର ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି।