ପୂଜାରେ ନାକେଦମ କଲାଣି UPI | Odisha Reporter
କାମ କରୁନି ଏସ୍ବିଆଇ ୟୁପିଆଇ । ତିନି ଦିନ ହେଲାଣି ନାକେଦମ କଲାଣି ଏସ୍ବିଆଇ UPI ଟ୍ରାଞ୍ଜାକ୍ସନ। ସ୍କାନରରେ ଦେଖାଇଲେ ଟଙ୍କା ଯାଉଛି ହେଲେ ମର୍ଚ୍ଚାଣ୍ଟ କିନ୍ତୁ ପାଉ ନାହାନ୍ତି। ଅନଲାଇନରେ ପେମେଣ୍ଟ କରନ୍ତୁ କିମ୍ବା କୌଣସି ଟ୍ରାଞ୍ଜାକ୍ସନ କିଛି ବି କାମ କରୁନି । ଗତ ତିନି ଦିନ ଧରି ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ ଭଳି ଅନଲାଇନ୍ ମୋବାଇଲ୍ ଆପରେ ଏବେ ଏମିତି ସମସ୍ୟା ଲାଗି ରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
