ପୂଜାରେ ନାକେଦମ କଲାଣି ଏସ୍‌ବିଆଇ UPI

  • Published: Monday, 16 October 2023
  • , Updated: 16 October 2023, 06:48 PM IST

କାମ କରୁନି ଏସ୍‌ବିଆଇ ୟୁପିଆଇ । ତିନି ଦିନ ହେଲାଣି ନାକେଦମ କଲାଣି ଏସ୍‌ବିଆଇ UPI ଟ୍ରାଞ୍ଜାକ୍ସନ। ସ୍କାନରରେ ଦେଖାଇଲେ ଟଙ୍କା ଯାଉଛି ହେଲେ ମର୍ଚ୍ଚାଣ୍ଟ କିନ୍ତୁ ପାଉ ନାହାନ୍ତି। ଅନଲାଇନରେ ପେମେଣ୍ଟ କରନ୍ତୁ କିମ୍ବା କୌଣସି ଟ୍ରାଞ୍ଜାକ୍ସନ କିଛି ବି କାମ କରୁନି । ଗତ ତିନି ଦିନ ଧରି ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ ଭଳି ଅନଲାଇନ୍ ମୋବାଇଲ୍ ଆପରେ ଏବେ ଏମିତି ସମସ୍ୟା ଲାଗି ରହିଛି । 

 

Related story