Advertisment

କେଉଁଠୁ ଆସିଲା ଗୋଲାପୀ ନୋଟ୍ ?

ଭୁବନେଶ୍ବର ରିର୍ଜଭ ବ୍ୟାଙ୍କରେ ନୋଟ ବଦଳାଇବା ଲାଗି ଲୋକଙ୍କ ଲମ୍ବା ଲାଇନ ।

Advertisment

ମେ ୧୯ ତାରିଖରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଗଲା । ଏହାର ଶେଷ ତାରିଖ ସେପଟେମ୍ବର ୩୦ ରଖାଗଲା । ପରବର୍ତ୍ତୀ ସମୟରେ ବଦଳ କରିବାର ଶେଷ ତାରିଖ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବଢାଗଲା । ପାଖାପାଖି ସାଢେ ୪ ମାସରେ ଏହି ବଡ ଗୋଲାପି ନୋଟକୁ ବଦଳ କରି ପାରିଲେ ନି ଲୋକେ। ଏବେ ଭୁବନେଶ୍ବର ରିର୍ଜଭ ବ୍ୟାଙ୍କରେ ନୋଟ ବଦଳାଇବା ଲାଗି ଲୋକଙ୍କ ଲମ୍ବା ଲାଇନ । 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe