Advertisment

ଫ୍ଲିପ୍‌କାର୍ଟରେ Realme X ଏବଂ Realme 3i ସେଲ୍‌ ଆରମ୍ଭ

ନୂଆଦିଲ୍ଲୀ: ପୁଣି ଥରେ ଆଜିଠାରୁ ଫ୍ଲିପ୍‌କାର୍ଟ ଓ ଏମ୍‌ଆଇ ଅନ୍‌ଲାଇନ୍ ଷ୍ଟୋରରେ  Realme X ଏବଂ Realme 3iର ବିକ୍ରି ଆରମ୍ଭ ହୋଇଯାଇଛି। Realme X ଏବଂ Realme 3iକୁ ଗତ ମାସରେ ଭାରତରେ ଲଞ୍ଚ୍‌ କରାଯାଇଥିଲା। Realme Xରେ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା, ୪୮ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଓ ଏଚ୍‌ଡି ସ୍କ୍ରିନ୍‌ ରହିଛି। ଏହାର ୪ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ବିଶିଷ୍ଟ ଫୋନ୍‌ର ଦାମ୍‌ ୧୬,୯୯୯ଟଙ୍କା ଥିବାବେଳେ ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ […]

ଅଦ୍ୟତନ ହୋଇଛି
ଫ୍ଲିପ୍‌କାର୍ଟରେ Realme X ଏବଂ Realme 3i ସେଲ୍‌ ଆରମ୍ଭ

1

Advertisment

ନୂଆଦିଲ୍ଲୀ: ପୁଣି ଥରେ ଆଜିଠାରୁ ଫ୍ଲିପ୍‌କାର୍ଟ ଓ ଏମ୍‌ଆଇ ଅନ୍‌ଲାଇନ୍ ଷ୍ଟୋରରେ  Realme X ଏବଂ Realme 3iର ବିକ୍ରି ଆରମ୍ଭ ହୋଇଯାଇଛି। Realme X ଏବଂ Realme 3iକୁ ଗତ ମାସରେ ଭାରତରେ ଲଞ୍ଚ୍‌ କରାଯାଇଥିଲା।

Advertisment

publive-imageRealme Xରେ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା, ୪୮ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଓ ଏଚ୍‌ଡି ସ୍କ୍ରିନ୍‌ ରହିଛି। ଏହାର ୪ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ବିଶିଷ୍ଟ ଫୋନ୍‌ର ଦାମ୍‌ ୧୬,୯୯୯ଟଙ୍କା ଥିବାବେଳେ ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ବିଶିଷ୍ଟ ଫୋନ୍‌ର ଦାମ୍ ୧୯,୯୯୯ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍‌ ବ୍ଲାକ୍‌, ବ୍ଲୁ ଏବଂ ଓନିଅନ୍‌ ରଙ୍ଗରେ ଉପଲବ୍ଧ ହେଉଛି।

publive-imageସେହିପରି Realme 3iର  ବିଶେଷତ୍ୱ  ହେଉଛି, ଏଥିରେ ଏଚ୍‌ଡି ସ୍କ୍ରିନ୍‌ ଏବଂ ୧୩ ମେଗାପିକ୍ସେଲ୍‌ ପ୍ରାଇମେରୀ କ୍ୟାମେରା ରହିଛି। ଏହାର ୩ଜିବି ରାମ୍‌ ଓ ୩୨ଜିବି ଷ୍ଟୋରେଜ୍‌ ବିଶିଷ୍ଟ  ଫୋନ୍‌ର ଦାମ୍‌  ୭,୯୯୯ଟଙ୍କା ରହିଛି। ସେହିପରି ୪ଜିବି ରାମ୍ ଓ ୬୪ଜିବି ଷ୍ଟୋରେଜ୍‌ ବିଶିଷ୍ଟ୍ ଫୋନ୍‌ର ଦାମ୍ ୯,୯୯୯ଟଙ୍କା ରହିଛି। ଏହି ହ୍ୟାଣ୍ଡସେଟ୍‌ ବ୍ଲାକ୍‌, ବ୍ଲୁ ଏବଂ ଡାଇମଣ୍ଡ ରେଡ୍‌ ରଙ୍ଗରେ ଉପଲବ୍ଧ ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe