Advertisment

ବେକାରୀ ବୃଦ୍ଧି ବେଳେ ୭୦ ହଜାର ସିଧାସଳଖ ରୋଜଗାର ଦେବ ଫ୍ଲିପକାର୍ଟ

ବେଙ୍ଗାଲୁରୁ: ଆଗାମୀ ପାର୍ବଣ ବେଳକୁ ଦେଶରେ ୭୦ ହଜାର ରୋଜଗାର ସିଧାସଳଖ ଏବଂ ପରୋକ୍ଷରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିବ ୱାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ। ଏ ନେଇ ଫ୍ଲିପକାର୍ଟ୍ ପକ୍ଷରୁ ସୂଚନା ମିଳିଛି। ଫ୍ଲିପକାର୍ଟ ଯେଉଁ ରୋଜଗାର ସୃଷ୍ଟି କରିବ ସେଗୁଡ଼ିକ ହେଲା ଚାକିରି ସୁଯୋଗ ବ୍ୟତୀତ ଡେଲିଭରି ବୟ, ପିକର୍, ପ୍ୟାକର୍ ଇତ୍ୟାଦି। ସେହିପରି ମାଲ ପରିବହନ ଅନ୍ୟାନ୍ୟ ରୋଜଗାର ଆଦି ପରୋକ୍ଷରେ ସୃଷ୍ଟି କରିବ ଫ୍ଲିପକାର୍ଟ। ଫ୍ଲିପକାର୍ଟ ପୂର୍ବରୁ […]

ଅଦ୍ୟତନ ହୋଇଛି
ବେକାରୀ ବୃଦ୍ଧି ବେଳେ ୭୦ ହଜାର ସିଧାସଳଖ ରୋଜଗାର ଦେବ ଫ୍ଲିପକାର୍ଟ

Flipkart

Advertisment

ବେଙ୍ଗାଲୁରୁ: ଆଗାମୀ ପାର୍ବଣ ବେଳକୁ ଦେଶରେ ୭୦ ହଜାର ରୋଜଗାର ସିଧାସଳଖ ଏବଂ ପରୋକ୍ଷରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିବ ୱାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ। ଏ ନେଇ ଫ୍ଲିପକାର୍ଟ୍ ପକ୍ଷରୁ ସୂଚନା ମିଳିଛି।

Advertisment

ଫ୍ଲିପକାର୍ଟ ଯେଉଁ ରୋଜଗାର ସୃଷ୍ଟି କରିବ ସେଗୁଡ଼ିକ ହେଲା ଚାକିରି ସୁଯୋଗ ବ୍ୟତୀତ ଡେଲିଭରି ବୟ, ପିକର୍, ପ୍ୟାକର୍ ଇତ୍ୟାଦି। ସେହିପରି ମାଲ ପରିବହନ ଅନ୍ୟାନ୍ୟ ରୋଜଗାର ଆଦି ପରୋକ୍ଷରେ ସୃଷ୍ଟି କରିବ ଫ୍ଲିପକାର୍ଟ।

ଫ୍ଲିପକାର୍ଟ ପୂର୍ବରୁ ଆମାଜାନ୍ ଏବଂ ରିଲାଏନ୍ସ ଜିଓ-ମାର୍ଟ ଭଳି କମ୍ପାନୀ ରୋଜଗାର ସୃଷ୍ଟି କରିବେ ବୋଲି କହିସାରିଛନ୍ତି। ଚଳିତ ବର୍ଷ ରିଲାଏନ୍ସ ଜିଓ-ମାର୍ଟକୁ ବାଜରକୁ ଆଣିଛି। ସେହପିର ଇ-କମର୍ସ ବଜାରରେ ଅଗ୍ରଣୀ ସ୍ଥାନରେ ଥିବା ଆମାଜନ ମଧ୍ୟ ନିଜ ବ୍ୟବସାୟକୁ ବଢାଇଛି। କରୋନା ମହାମାରୀ ବେଳେ ଦେଶରେ ବେକାରୀ ବଢ଼ିଥିବା ବେଳେ ଇ-କମର୍ସ କମ୍ପାନୀମାନେ ରୋଜଗାରର ଆଶା ଦେଖାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe