Advertisment

ଆମେରିକା-ଇରାନ୍ ବିବାଦ, କେତେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର?

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ଭାରତ ଉପରେ ପଡ଼ିଛି। ଅଶୋଧିତ ତେଲର ଦର ଦାମ ବଢ଼ୁଥିବାରୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ ମଧ୍ୟ ବଢ଼ି ଚାଲିଛି। ଆଜି ଦେଶର ୪ ମେଟ୍ରୋ ସହରରେ ପେଟ୍ରୋଲ ୫ ପଇସା ଏବଂ ଡିଜେଲ ୧୧ ପଇସା ପ୍ରତି ଲିଟର ବଢ଼ିଛି। ସୋମବାର ପେଟ୍ରୋଲ ଦର ୧୫-୧୬ ପଇସା ବଢ଼ିଥିବା ବେଳେ ଡିଜେଲ ୧୭-୧୯ ପଇସା ବଢ଼ିଛି। ବିଗତ ୬ ଦିନ ମଧ୍ୟରେ […]

ଅଦ୍ୟତନ ହୋଇଛି
ପେଟ୍ରୋଲ ଦର ସ୍ଥିର, କମୁଛି ଡିଜେଲ ଦର

petrol disel pump

Advertisment

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ଭାରତ ଉପରେ ପଡ଼ିଛି। ଅଶୋଧିତ ତେଲର ଦର ଦାମ ବଢ଼ୁଥିବାରୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ ମଧ୍ୟ ବଢ଼ି ଚାଲିଛି। ଆଜି ଦେଶର ୪ ମେଟ୍ରୋ ସହରରେ ପେଟ୍ରୋଲ ୫ ପଇସା ଏବଂ ଡିଜେଲ ୧୧ ପଇସା ପ୍ରତି ଲିଟର ବଢ଼ିଛି। ସୋମବାର ପେଟ୍ରୋଲ ଦର ୧୫-୧୬ ପଇସା ବଢ଼ିଥିବା ବେଳେ ଡିଜେଲ ୧୭-୧୯ ପଇସା ବଢ଼ିଛି। ବିଗତ ୬ ଦିନ ମଧ୍ୟରେ ପେଟ୍ରୋଲ ୬୦ ପଇସା ଏବଂ ଡିଜେଲ ୮୩ ପଇସା ପ୍ରତି ଲିଟର ବଢ଼ିଛି।

Advertisment

ଭୁବନେଶ୍ୱରରେ ପେଟ୍ରୋଲ ଦର ଆଜି ୧୫ ପଇସା ବଢ଼ି ୭୪.୮୬ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦ ପଇସା ବଡି ୭୩.୮୩ ପଇସା ହୋଇଛି।

ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ୱାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ବଢ଼ି ଏବେ ଯଥାକ୍ରମେ ୭୫.୭୪ ପଇସା, ୭୮.୩୩ ପଇସା, ୮୧.୩୩ ପଇସା, ୭୮.୬୯ ପଇସା ପ୍ରତି ଲିଟର ରହିଛି। ସେହିପରି ଡିଜେଲର ଦାମ ଦିଲ୍ଲୀରେ ୬୮.୭୯ ପଇସା, କୋଲକାତାରେ ୭୧.୧୫ ପଇସା, ମୁମ୍ୱାଇରେ ୭୨.୧୪ ପଇସା ଏବଂ ଚେନ୍ନାଇରେ ୭୨.୬୯ ପଇସା ପ୍ରତି ଲିଟର ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe