Advertisment

ମାଇକ୍ରୋସଫ୍ଟ ଲଞ୍ଚ କରିବ ଅଫିସ-୨୦୨୧

ନୂଆଦିଲ୍ଲୀ: ଚଳିତ ବର୍ଷ ଅଫିସ୍ ୨୦୨୧ ସଫ୍ଟଓ୍ୱୟାର ତିଆରି କରିବ ଆମେରିକାର ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ। ଗୁରୁବାର ଏହି ଘୋଷଣା କରିଛି ମାଇକ୍ରୋସଫ୍ଟ। ଚଳିତ ବର୍ଷ ଶେଷ ବେଳକୁ ଏହି ସଫ୍ଟଓ୍ୱୟାର ତିଆରି ହେବ। ଉଭୟ ସିଙ୍ଗେଲ୍ ୟୁଜର ଏବଂ ବିଜନେସ ୟୁଜରଙ୍କ ପାଇଁ ଏହି ସଫ୍ଟଓ୍ୱୟାର ତିଆରି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ହେଲେ କମ୍ପାନୀ ସଫ୍ଟଓ୍ୱୟାରର ଦାମ୍ ଏବଂ କେବେ ରିଲିଜ ହେବ ସେ ନେଇ କୌଣସି ସୂଚନା ଦେଇ ନାହିଁ। ତେବେ […]

ଅଦ୍ୟତନ ହୋଇଛି
ମାଇକ୍ରୋସଫ୍ଟ ଲଞ୍ଚ କରିବ ଅଫିସ-୨୦୨୧

microsoft

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ଅଫିସ୍ ୨୦୨୧ ସଫ୍ଟଓ୍ୱୟାର ତିଆରି କରିବ ଆମେରିକାର ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ। ଗୁରୁବାର ଏହି ଘୋଷଣା କରିଛି ମାଇକ୍ରୋସଫ୍ଟ। ଚଳିତ ବର୍ଷ ଶେଷ ବେଳକୁ ଏହି ସଫ୍ଟଓ୍ୱୟାର ତିଆରି ହେବ। ଉଭୟ ସିଙ୍ଗେଲ୍ ୟୁଜର ଏବଂ ବିଜନେସ ୟୁଜରଙ୍କ ପାଇଁ ଏହି ସଫ୍ଟଓ୍ୱୟାର ତିଆରି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ହେଲେ କମ୍ପାନୀ ସଫ୍ଟଓ୍ୱୟାରର ଦାମ୍ ଏବଂ କେବେ ରିଲିଜ ହେବ ସେ ନେଇ କୌଣସି ସୂଚନା ଦେଇ ନାହିଁ।

Advertisment

ତେବେ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଚଳିତ ବର୍ଷ ଶେଷରେ ଏହି ସଫ୍ଟଓ୍ୱୟାର ମାଇକ୍ରୋସଫ୍ଟ ତିଆରି କରିବ। ଥରେ କିଣିଲେ ୫ ବର୍ଷ ପାଇଁ ଏହା ବ୍ୟବହାର କରିହେବ। ଏହି ସଫ୍ଟଓ୍ୱୟାର ଉଭୟ ଓ୍ୱିଣ୍ଡୋଜ ଏବଂ ମ୍ୟାକ୍ ଅପରେଟିଂ ସିଷ୍ଟମ ପାଇଁ ଉପଲବ୍ଧ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe