ହ୍ୱାଟ୍ସଆପ୍ ଆଣିଲା ଆଉ ଏକ ଆକର୍ଷଣୀୟ ଫିଚର

ମୁମ୍ବାଇ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର ଲଞ୍ଚ କରିଥାଏ। ଏବେ କମ୍ପାନୀ ଆଣିଛି ଆଉ ଏକ ନୂଆ ଫିଚର। ଯାହାଦ୍ୱାରା ୟୁଜର ହ୍ୱାଟ୍ସଆପ୍‌ ନ ଖୋଲି ମଧ୍ୟ ଆସିଥିବା ଭିଡିଓ ଦେଇପାରିବେ। ବର୍ତ୍ତମାନ ଆପଣଙ୍କୁ ଯଦି କେହି ଭିଡିଓ ପଠାଇଛନ୍ତି, ତେବେ ଆପଣ ଏହାର ସ୍ନାପସଟ୍ ନୋଟିଫିକେଶନ୍ ପ୍ୟାନେଲ୍‌ରେ ଦେଖିପାରୁଛନ୍ତି। ହେଲେ ଏହି  ନୂଆ ଫିଚର ଅନୁଯାୟୀ, ଆପଣ ନୋଟିଫିକେଶନ୍ ପ୍ୟାନେଲରେ ଭିଡିଓଟିକୁ ଦେଖିପାରିବେ। ଏହି ଫିଚର ଅନୁଯାୟୀ, […]

w

w

Chinmayee Roy
  • Published: Sunday, 25 November 2018
  • Updated: 25 November 2018, 07:46 AM IST

ମୁମ୍ବାଇ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର ଲଞ୍ଚ କରିଥାଏ। ଏବେ କମ୍ପାନୀ ଆଣିଛି ଆଉ ଏକ ନୂଆ ଫିଚର। ଯାହାଦ୍ୱାରା ୟୁଜର ହ୍ୱାଟ୍ସଆପ୍‌ ନ ଖୋଲି ମଧ୍ୟ ଆସିଥିବା ଭିଡିଓ ଦେଇପାରିବେ। ବର୍ତ୍ତମାନ ଆପଣଙ୍କୁ ଯଦି କେହି ଭିଡିଓ ପଠାଇଛନ୍ତି, ତେବେ ଆପଣ ଏହାର ସ୍ନାପସଟ୍ ନୋଟିଫିକେଶନ୍ ପ୍ୟାନେଲ୍‌ରେ ଦେଖିପାରୁଛନ୍ତି। ହେଲେ ଏହି  ନୂଆ ଫିଚର ଅନୁଯାୟୀ, ଆପଣ ନୋଟିଫିକେଶନ୍ ପ୍ୟାନେଲରେ ଭିଡିଓଟିକୁ ଦେଖିପାରିବେ।

ଏହି ଫିଚର ଅନୁଯାୟୀ, ନୋଟିଫିକେଶନ୍ ପ୍ୟାନେଲରେ ଭିଡିଓଟି କିଛି ସମୟ ପାଇଁ ପ୍ରିଭ୍ୟୁ ଭାବେ ପ୍ଲେ ହେବ। କେବଳ ଏତିକି ନୁହେଁ, ଯଦି ଆପଣ ନୋଟିଫିକେଶନ୍ ଅନ୍ ରଖନ୍ତି, ତେବେ ଲକ୍ ସ୍କ୍ରିନ୍‌ରେ ମଧ୍ୟ ଟାପ୍ କରି ଭିଡିଓର ପ୍ରିଭ୍ୟୁ ଦେଖାଯାଇପାରିବ। ଅନେକ ସମୟରେ ୟୁଜର ନିଜକୁ ଆସିଥିବା ଭିଡିଓକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି ବା କାହା ସହ ସେୟାର କରିବାକୁ ଚାହାନ୍ତି ନାହିଁ। ତେଣୁ ଯଦି ଆପଣ ମଧ୍ୟ ଭିଡୁଓକୁ ସିକ୍ରେଟ୍ ରଖିବାକୁ ଚାହାଁନ୍ତି, ତେବେ ସେଟିଂରେ ଯାଇ ଏହି ଫିଚରକୁ ସିକ୍ରେଟ୍ କରିପାରିବେ। ଏହା ବ୍ୟତୀତ ହ୍ୱାଟ୍ସଆପ୍‌ରେ ‘ଅଟୋ ଡାଉନଲୋଡ୍‌’ ଅପସନ୍‌କୁ ଡିସେବଲ୍ କରିପାରିବେ।

ସୂଚନା ଅନୁଯାୟୀ, ଏହି ଫିଚରଟି ବର୍ତ୍ତମାନ ପାଇଁ କେବଳ iOS ୟୁଜରଙ୍କ ପାଇଁ ରହିଛି।  ଯେଉଁମାନଙ୍କ ପାଖରେ 2.18.102.5 ଭର୍ଜନ ଅଛି, ସେମାନେ ହିଁ ଏହାକୁ ବ୍ୟବହାର କରିପାରିବେ। ଖୁବ୍‌ଶୀଘ୍ର ଏହା ଅନ୍ୟସବୁ ଭର୍ଜନ୍ ପାଇଁ ମଧ୍ୟ ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story