ଆସନ୍ତା ମାସରେ ସାମ୍‌ସଙ୍ଗ୍‌ ଆଣୁଛି ନୂଆ ମଡେଲର ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସ୍ମାର୍ଟ ଫୋନ୍‌ ନିର୍ମାତା ସାମସଙ୍ଗ୍‌ ଚଳିତ ବର୍ଷ foldable ଡିସ୍‌ପ୍ଲେ ମଡେଲର ଏକ ସ୍ମାର୍ଟ ଫୋନ୍‌ ଲଞ୍ଚ କରିବାକୁ ଯାଉଛି। ଗତ ବର୍ଷେ ଧରି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫୋଲ୍‌ଡେବଲ ଡିସ୍‌ପ୍ଲେ ମଡେଲକୁ ନେଇ ସାମ୍‌ସଙ୍ଗ ଜୋରସୋରେ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା। ଆସନ୍ତା ନଭେମ୍ବରରେ ଏହି ସେଟ୍‌ ବଜାରକୁ ଆସିପାରେ।  ତେବେ ଏହି ଫୋନ୍‌ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଡ୍ୟୁଆଲ ଡିସ୍‌ପ୍ଲେ ରହିବ। ଏନେଇ ୨୦୧୪ରେ […]

samsung-foldable-phone

samsung-foldable-phone

Tapas Behera
  • Published: Wednesday, 05 September 2018
  • Updated: 05 September 2018, 04:07 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସ୍ମାର୍ଟ ଫୋନ୍‌ ନିର୍ମାତା ସାମସଙ୍ଗ୍‌ ଚଳିତ ବର୍ଷ foldable ଡିସ୍‌ପ୍ଲେ ମଡେଲର ଏକ ସ୍ମାର୍ଟ ଫୋନ୍‌ ଲଞ୍ଚ କରିବାକୁ ଯାଉଛି। ଗତ ବର୍ଷେ ଧରି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫୋଲ୍‌ଡେବଲ ଡିସ୍‌ପ୍ଲେ ମଡେଲକୁ ନେଇ ସାମ୍‌ସଙ୍ଗ ଜୋରସୋରେ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା।

ଆସନ୍ତା ନଭେମ୍ବରରେ ଏହି ସେଟ୍‌ ବଜାରକୁ ଆସିପାରେ।  ତେବେ ଏହି ଫୋନ୍‌ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଡ୍ୟୁଆଲ ଡିସ୍‌ପ୍ଲେ ରହିବ। ଏନେଇ ୨୦୧୪ରେ ଏକ ବିଜ୍ଞାପନ ପ୍ରକାଶ କରିଥିଲା ସାମ୍‌ସଙ୍ଗ୍‌।

ବିଜ୍ଞାପନରେ ଦର୍ଶାଯାଇଥିଲା ଯେ, କମ୍ପାନୀ ଏମିତି ଏକ ଫୋନ୍‌ ଆଣିବାକୁ ଯାଉଛି ଯେଉଁଥିର ଡବଲ ଡିସ୍‌ପ୍ଲେ ସିଷ୍ଟମ ରହିବ। କିନ୍ତୁ ସାଇଜ୍‌ ଛୋଟ ଆସିବ। ତେବେ ଫୋନ୍‌ର ଆଉ କେଉଁ ସବୁ  ଫିଚର ରହିବ ସେ ସମ୍ପର୍କରେ  ଖୁଲାସା ହୋଇ ନାହିଁ।  ଏହି ସ୍ମାର୍ଟଫୋନ୍‌କୁ ନେଇ ଏବେ ଗ୍ରାହକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story