ଆଜିଠୁ ବନ୍ଦ ହୋଇଯିବ ହ୍ୱାଟସ୍‌ ଆପ୍‌!

ନୂଆଦିଲ୍ଲୀ: ଆଜିଠୁ ଅଚଳ ହୋଇଯିବ ଫେସ୍‌ବୁକ୍‌ର(ମେଟା) ଇନ୍‌ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍‌ ଆପ୍‌। ଆଉ ଚାଲିବନି କି ଖୋଲିବନି।  ଏନେଇ ପୁରୁଣା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଦୀର୍ଘ ଦିନ ଧରି ଚେତାବନୀ ଦେଇ ଆସୁଥିଲା ହ୍ୱାଟସଆପ୍‌। ଆଜିଠାରୁ ହ୍ୱାଟସ୍‌ ଆପ୍ ଆଉ ହଜାର ହଜାର ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କାମ କରିବ ନାହିଁ। ଏହାର ସେବାକୁ କ୍ରମାଗତ ଭାବରେ ବ୍ୟବହାର କରିବାକୁ, ଉପଭୋକ୍ତାମାନଙ୍କୁ ଏକ ନୂତନ ଫୋନ୍ କିଣିବାକୁ କିମ୍ବା ଅପରେଟିଂ ସିଷ୍ଟମ୍ ଅପଡେଟ୍ କରିବାକୁ […]

WHATS AAP

WHATS AAP

Madhupriya Mistry
  • Published: Monday, 01 November 2021
  • Updated: 01 November 2021, 12:41 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠୁ ଅଚଳ ହୋଇଯିବ ଫେସ୍‌ବୁକ୍‌ର(ମେଟା) ଇନ୍‌ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍‌ ଆପ୍‌। ଆଉ ଚାଲିବନି କି ଖୋଲିବନି।  ଏନେଇ ପୁରୁଣା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଦୀର୍ଘ ଦିନ ଧରି ଚେତାବନୀ ଦେଇ ଆସୁଥିଲା ହ୍ୱାଟସଆପ୍‌।

ଆଜିଠାରୁ ହ୍ୱାଟସ୍‌ ଆପ୍ ଆଉ ହଜାର ହଜାର ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କାମ କରିବ ନାହିଁ। ଏହାର ସେବାକୁ କ୍ରମାଗତ ଭାବରେ ବ୍ୟବହାର କରିବାକୁ, ଉପଭୋକ୍ତାମାନଙ୍କୁ ଏକ ନୂତନ ଫୋନ୍ କିଣିବାକୁ କିମ୍ବା ଅପରେଟିଂ ସିଷ୍ଟମ୍ ଅପଡେଟ୍ କରିବାକୁ ପଡିବ।

ଆଣ୍ଡ୍ରଏଡ୍ OS 4.1, iOS 10 ଏବଂ KaiOS 2.5.1 ଥିବା କମ୍ ଭର୍ସନରେ ଚାଲୁଥିବା ଫୋନରେ ଆଉ ହ୍ୱାଟସ୍‌ ଆପ୍ କାମ କରିବ ନାହିଁ। ବାକି ଉପଭୋକ୍ତାମାନଙ୍କ ପାଇଁ ହ୍ୱାଟସ୍‌ ଆପ୍ ପୂର୍ବ ପରି କାମ ଜାରି ରଖିବ। ଯଦି ଆପଣଙ୍କର ଫୋନର ଅପରେଟିଂ ସିଷ୍ଟମ୍ ଲାଟେଷ୍ଟ ରହିଛି କିମ୍ବା ଆପଣଙ୍କର ନୂଆ ଫୋନ୍ ଅଛି, ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ।

ଆପଣଙ୍କ ଫୋନ୍‌ରେ ହ୍ୱାଟସ୍‌ ଆପ୍‌ କମ କରୁଛି ନା ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ନିଜ ଫୋନର ସେଟିଂକୁ ଯାଇ About ସେକ୍‌ସନ୍‌ରେ ଥିବା ସଫ୍ଟୱେୟାର ବିକଳ୍ପକୁ ଯିବାକୁ ପଡିବ। ଏଠାରେ ଆପଣ ଫୋନର ଅପରେଟିଂ ସିଷ୍ଟମ୍ ଯାଞ୍ଚ କରିପାରିବେ।

କେଉଁ କେଉଁ ଫୋନ୍‌ରେ ଆଜିଠୁ କାମ କରିବନି ହ୍ୱାଟସ୍‌ ଆପ୍‌?

iPhone 6S, iPhone 6S Plus, Apple iPhone SE (1st generation), Samsung Galaxy Trend Lite, Galaxy SII, Galaxy Trend II, Galaxy S3 mini, Galaxy core, Galaxy xcover 2, Galaxy ace 2LG Lucid 2, Optimus L5 double, Optimus L4 II Double, Optimus F3Q, Optimus f7, Optimus f5, Optimus L3 II Double, Optimus f5, Optimus L5, Optimus L5 II, Optimus L3 II, Optimus L7, Optimus L7 II Double, Optimus L7 II, Optimus f6, Enact, Optimus f3, Optimus L4 II, Optimus L2 II, Optimus Nitro HD and 4X HD, ZTE Grand S Flex, Grand X Quad V987, ZTE V956, Big memo, Huawei Ascend 740, Ascend D Quad XL, Mate Ascension, Go up P1 S, Go up D2, Ascension D1 Quad XL.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story