Advertisment

4GB Ram ସହ ବଜାର ପ୍ରବେଶ କଲା ଜିଓନି Gionee S6 Pro

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ପ୍ରବେଶ କଲା Gionee S6 Pro। ଏହା ଦର ରହିଛି ୨୦,୦୦୦। ଏହି ସ୍ମାର୍ଟ ଫୋନ୍‌ ଆଜି ଚୀନ୍‌ରେ ପ୍ରବେଶ କରିଛି। ଖୁବ୍‌ ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନ୍‌ Gionee S6 Pro ରେ 5.50-inchର ଡିସ୍‌ପ୍ଲେ ରହିଥିବା ବେଳେ ଏଥିରେ 1080×1920 pixelsର Resolution ରହିଛି। ସେହିପରି ଏଥିରେ 1.8GHzର Processor, 8-megapixelର  Front Camera, 13-megapixelର Rear Camera, 4GB RAM, Android 6.0ର […]

4GB Ram ସହ ବଜାର ପ୍ରବେଶ କଲା ଜିଓନି Gionee S6 Pro

Gionee-S6-Pro1

Advertisment

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ପ୍ରବେଶ କଲା Gionee S6 Pro। ଏହା ଦର ରହିଛି ୨୦,୦୦୦। ଏହି ସ୍ମାର୍ଟ ଫୋନ୍‌ ଆଜି ଚୀନ୍‌ରେ ପ୍ରବେଶ କରିଛି। ଖୁବ୍‌ ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ।

Advertisment

ଏହି ସ୍ମାର୍ଟଫୋନ୍‌ Gionee S6 Pro ରେ 5.50-inchର ଡିସ୍‌ପ୍ଲେ ରହିଥିବା ବେଳେ ଏଥିରେ 1080x1920 pixelsର Resolution ରହିଛି। ସେହିପରି ଏଥିରେ 1.8GHzର Processor, 8-megapixelର  Front Camera, 13-megapixelର Rear Camera, 4GB RAM, Android 6.0ର OS, 64GBର Storage ଓ 3130mAhର Battery capacity ରହିଛି। ଏହାସହ ବହୁ ଅତ୍ୟାଧିକ ସୁବିଧା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe