ଗ୍ରାହକଙ୍କ ପାଇଁ ଖୁସିର ଖବର; ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର

ମାସକ ତଳେ ସେପ୍ଟେମ୍ୱର ପହିଲାରେ ଏହା ୭୭ ହଜାର ଟଙ୍କାରେ ବିକ୍ରି ହେଉଥିଲା। ,

Goldornaments

representation image

Tapaswini Nayak
  • Published: Wednesday, 04 October 2023
  • Updated: 04 October 2023, 01:02 PM IST

Sports

Latest News

ସୁନା ପ୍ରେମୀଙ୍କ ଲାଗି ଖୁସି ଖବର। ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର।  ମାସକ ଭିତରେ ସୁନା ଦାମ ୨ ହଜାର ଟଙ୍କା ଖସିଛି। ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।

କେବଳ ଅକ୍ଟୋବର ମାସର ୫ ଦିନରେ ସୁନା ଦର ୧ ହଜାର ୧୦୦ ଟଙ୍କା କମିଛି। ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ଦର ୫୩ ହଜାର ଟଙ୍କା ରହିଛି। ସେହିପରି ରୁପା ଦର ହ୍ରାସ ପାଇଛି। ରୁପା ଦର କିଲୋଗ୍ରାମ ପିଛା ୭ ହଜାର ଟଙ୍କା ଖସି ୭୦ ହଜାର ଟଙ୍କାରେ ପହଞ୍ଚିଛି।

Also Read

ମାସକ ତଳେ ସେପ୍ଟେମ୍ୱର ପହିଲାରେ ଏହା ୭୭ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଆଗକୁ ସୁନା ଦର ପୁଣି କମିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story