Advertisment

କମିଲା ସୁନା ଦର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଖୁଚୁରା ବଜାରରେ ଗ୍ରାହକଙ୍କ ମଧ୍ୟରେ ସୁନା ଚାହିଦାରେ ହ୍ରାସ ଘଟିଥିବାରୁ ବୁଧବାର ସୁନା ଦର ହ୍ରାସ ପାଇଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିକୂଳ ସ୍ଥିତି ଯୋଗୁ ବିଶ୍ୱ ବଜାରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି। ସୂଚନା ଅନୁସାରେ, ବର୍ତ୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ୨୫ ଟଙ୍କା ହ୍ରାସ ପାଇ ୩୪,୪୫୦ ଟଙ୍କା ରହିଛି। ସେହିପରି ଏକ କେଜି ରୁପାର ମୂଲ୍ୟ ୩୨୦ ଟଙ୍କା ହ୍ରାସ ପାଇ ୪୧,୩୮୦ ଟଙ୍କା ହୋଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା […]

author-image
Jagamohan Maharana
ଅଦ୍ୟତନ ହୋଇଛି
କମିଲା ସୁନା ଦର

golddddd

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଖୁଚୁରା ବଜାରରେ ଗ୍ରାହକଙ୍କ ମଧ୍ୟରେ ସୁନା ଚାହିଦାରେ ହ୍ରାସ ଘଟିଥିବାରୁ ବୁଧବାର ସୁନା ଦର ହ୍ରାସ ପାଇଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିକୂଳ ସ୍ଥିତି ଯୋଗୁ ବିଶ୍ୱ ବଜାରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି।

Advertisment

ସୂଚନା ଅନୁସାରେ, ବର୍ତ୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ୨୫ ଟଙ୍କା ହ୍ରାସ ପାଇ ୩୪,୪୫୦ ଟଙ୍କା ରହିଛି। ସେହିପରି ଏକ କେଜି ରୁପାର ମୂଲ୍ୟ ୩୨୦ ଟଙ୍କା ହ୍ରାସ ପାଇ ୪୧,୩୮୦ ଟଙ୍କା ହୋଇଛି।

ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା (ଯାହାର ଶୁଦ୍ଧତା ୯୯.୯%)ର ଦାମ୍ ୨୫ ଟଙ୍କା ହ୍ରାସ ପାଇଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ (ଶୁଦ୍ଧତା ୯୯.୫%) ୩୪,୩୦୦ ଟଙ୍କାକୁ ଖସିଛି।

Advertisment