ରେକର୍ଡ କଲା ସୁନାର ଦାମ, ଭୁବନେଶ୍ୱରରେ କେତେ ଛୁଇଁଲା

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଉଭୟ ୨୨ ଓ ୨୪ କାରେକ୍ଟ ସୁନାର ଦାମ ହ୍ରାସ ପାଇଛି।

Gold PhotoTwitter

ବଢ଼ିବାରେ ଲାଗିଛି ସୁନାର ଦାମ

Hemant Lenka
  • Published: Monday, 20 March 2023
  • Updated: 20 March 2023, 05:17 PM IST

Sports

Latest News

ଆଗକୁ ବାହାଘର ସିଜିନ ଆସୁଥିବା ବେଳେ ସୁନାର ଦାମ ମହଙ୍ଗା ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଫ୍ୟୁଚର୍ସ ଟ୍ରେଡରେ ସୁନାର ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଆମେରିକାରେ ବ୍ୟାଙ୍କିଂ କ୍ଷେତ୍ରରେ ସଙ୍କଟ ଦେଖାଯାଇଥିବା ବେଳେ ଏହାର ପ୍ରଭାବ ସୁନା ଦାମ ଉପରେ ପଡ଼ିଛି। ଏଥିପାଇଁ ସୁନାର ଦାମ ପ୍ରଥମଥର ପାଇଁ ୬୦ ହଜାର ଟଙ୍କା ପାର କରିଛି।

ସୋମବାର ମଲ୍ଟି କମୋଡିଟୀ ଏକ୍ସଚେଞ୍ଜ(ଏମସିଏକ୍ସ)ରେ ଚାଲିଥବା ଟ୍ରେଡ ଅନୁଯାୟୀ, ସୁନାର ଦାମ ୧୦ ଗ୍ରାମ ପ୍ରତି ୯୭୬ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୬୦,୩୫୯ରେ ପହଞ୍ଚି ଯାଇଛି।

ଏମସିଏକ୍ସରେ ଆଜି ସକାଳୁ କାରବାର ଆରମ୍ଭ ହେବା ବେଳେ ସୁନାର ଦାମ ୫୯,୪୧୮ ଟଙ୍କା ରହିଥିଲା। କିନ୍ତୁ ସମୟ ବିତିବା ସହ ସୁନାର ଦାମ ବଢ଼ିବା ଆରମ୍ଭ ହୋଇଥିଲା। ୧୦ ଗ୍ରାମ ସୁନାର ଦାମ ପ୍ରଥମଥର ୬୦ ହଜାର ପାର କରିବା ସହ ୬୦,୪୧୮ ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ହ୍ରାସ ପାଇ ରିପୋର୍ଟ ଲେଖା ହେବା ବେଳକୁ ୬୦,୩୯୫ ଟଙ୍କାରେ ରହିଛି।

Also Read

କେବଳ ସୁନାର ଦାମ ନୁହେଁ, ରୁପାର ଦାମ ମଧ୍ୟ ଆଜି ବୃଦ୍ଧି ପାଇଛି। ଏହାର କେଜି ପ୍ରତି ଦାମ ୬୯ ହଜାର ଟଙ୍କା ପାର କରିଛି। ବର୍ତ୍ତମାନ ଗୋଟିଏ କେଜି ରୁପାର ଦାମ ୬୯,୧୦୦ ଟଙ୍କା ରହିଛି।

ଅନ୍ୟପକ୍ଷରେ ଗୁଡ ରିଟର୍ନସର ରିପୋର୍ଟ ଅନୁସାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଉଭୟ ୨୨ ଓ ୨୪ କାରେକ୍ଟ ସୁନାର ଦାମ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ସୁନାର ଦାମ ୬୦ ହଜାର ପାର କରିଥିବା ବେଳେ ଆଜି ପ୍ରାୟ ୫୦୦ ଟଙ୍କା ଶସ୍ତା ହୋଇଛି।

୨୪ କାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୫୪୦ ଟଙ୍କା ଶସ୍ତା ହୋଇଛି। ଗତକାଲି ୧୦ ଗ୍ରାମ ସୁନାର ଦାମ ୬୦,୩୨୦ ଟଙ୍କା ରହିଥିଲା। କିନ୍ତୁ ଆଜି ଏହା ୫୮,୭୮୦ ଟଙ୍କା ରହିଛି।

ଭୁବନେଶ୍ୱରରେ ରୁପାର ଦାମ କେଜି ପିଛା ୨୦୦ ଟଙ୍କା ମହଙ୍ଗା ହୋଇଛି। ଏବେ ଭୁବନେଶ୍ୱରରେ ଗୋଟିଏ କେଜି ରୁପାର ଦାମ ୭୪,୬୦୦ ଟଙ୍କା ରହିଛି। ଗତକାଲି ଏହା ୭୪,୪୦୦ ଟଙ୍କାରେ ବିକ୍ରି ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story