Advertisment

ସୁନା ଦର ଆକାଶଛୁଆଁ; ୭୪ ହଜାର ପାର୍

ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୮୦ ଟଙ୍କା ମହଙ୍ଗା ହୋଇ ୭୪ ହଜାର ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ଘଟି ୬୭ ହଜାର ୯୫୦ ଟଙ୍କା ହୋଇଛି।

author-image
Manoj Swain

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ପ୍ରଥମ ଥର ପାଇଁ ୭୪ ହଜାର ଟଙ୍କା ପାର କରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା। ସେହିପରି ୨୨ କ୍ୟାରେଟ ସୁନା ଦର ୬୮ ହଜାର ଟଙ୍କାର ନିକଟତର ହୋଇଛି। ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୮୦ ଟଙ୍କା ମହଙ୍ଗା ହୋଇ ୭୪ ହଜାର ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ଘଟି ୬୭ ହଜାର ୯୫୦ ଟଙ୍କା ହୋଇଛି। ତେବେ ଏହାକୁ ନେଇ ଜଣେ ସୁନା ବ୍ୟବସାୟୀ କଣ କହିଛନ୍ତି ଶୁଣନ୍ତୁ। 

Advertisment
Gold Price Hike Bhubaneswar Odisha