Advertisment

ସୁନା କିଣିବାକୁ ଡର ଲାଗୁଛି; ସପ୍ତାହକ ମଧ୍ୟରେ ବଢ଼ିଲାଣି ୩ ହଜାର ୧୫୦ ଟଙ୍କା

ଉପରମୁହାଁ ସୁନା ଦର। କେବଳ ମାର୍ଚ୍ଚରେ ମହଙ୍ଗା ହେଲାଣି ୩ ହଜାର ୧୫୦ ଟଙ୍କା।

Advertisment

ଉପରମୁହାଁ ସୁନା ଦର। କେବଳ ମାର୍ଚ୍ଚରେ ମହଙ୍ଗା ହେଲାଣି ୩ ହଜାର ୧୫୦ ଟଙ୍କା। ଖାଣ୍ଟି ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ୮୫୦ ଛୁଇଁ ସାରିଥିଲା ବେଳେ ୨୨ କ୍ୟାରେଟ୍ ସୁନା ଦାମ ୬୧ ହଜାର ଟଙ୍କା ଆଡ଼କୁ ମୁହାଇଁଲାଣି। ସପ୍ତାହକ ତଳେ ଅର୍ଥାତ୍ ଫେବ୍ରୁଆରୀ ୨୯ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୭ ହଜାର ୬୦୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ପହଞ୍ଚିଗଲାଣି ୬୦ ହଜାର ୭୫୦ ଟଙ୍କାରେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Gold Price Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe