Advertisment

ସୁନା ଦର ୭୦ ହଜାର ବି ଛୁଇଁପାରେ !

ସୁନା ଦରରେ ଲାଗୁନି ରୋକ୍। ଲଗାତର ବଢ଼ିଚାଲିଛି।

author-image
Manoj Swain

ସୁନା ଦରରେ ଲାଗୁନି ରୋକ୍। ଲଗାତର ବଢ଼ିଚାଲିଛି। ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୨ ହଜାର ୬୦୦ ଟଙ୍କା ଥିବା ବେଳେ ଏବେ ୫୬ ହଜାର ୬୦୦ରେ ପହଞ୍ଚିଛି। ଏପଟେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ଏବେ ୬୨ ହଜାର ଟଙ୍କା ଟପିଗଲାଣି।

Advertisment
Bhubaneswar Gold Price Odisha