Advertisment

ସୁନା ଦର ୭୦ ହଜାର ବି ଛୁଇଁପାରେ !

ସୁନା ଦରରେ ଲାଗୁନି ରୋକ୍। ଲଗାତର ବଢ଼ିଚାଲିଛି।

Advertisment

ସୁନା ଦରରେ ଲାଗୁନି ରୋକ୍। ଲଗାତର ବଢ଼ିଚାଲିଛି। ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୨ ହଜାର ୬୦୦ ଟଙ୍କା ଥିବା ବେଳେ ଏବେ ୫୬ ହଜାର ୬୦୦ରେ ପହଞ୍ଚିଛି। ଏପଟେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ଏବେ ୬୨ ହଜାର ଟଙ୍କା ଟପିଗଲାଣି।

Advertisment
Odisha Bhubaneswar Gold Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe