70 ହଜାର ଛୁଇଁବ ସୁନା || Gold Price May Cross Rs 70,000 || Odisha Reporter
Advertisment
ବିଶ୍ୱ ବଜ।ରରେ ବ୍ୟ।ଙ୍କିଙ୍ଗ୍ ସଙ୍କଟକୁ ଦ।ୟୀ କରିଛନ୍ତି ବିଶେଷଜ୍ଞ। ଆମେରିକ। ଓ ୟୁରୋପରେ ବ୍ୟ।ଙ୍କିଙ୍ଗ୍ ସଙ୍କଟ ଯୋଗୁ ବ୍ୟ।ଙ୍କ ଷ୍ଟକ୍ ଉପରୁ ଭରସ। ତୁଟ।ଇ ସୁନ।ରେ ପୁଞ୍ଜିନିବେଶ କରୁଛନ୍ତି ଲୋକେ। ତେଣୁ ବଢ଼ିଚ।ଲିଛି ସୁନ। ଦର। ବିଶ୍ଁ ବଜ।ରରେ ବ୍ୟ।ଙ୍କିଙ୍ଗ୍ କ୍ର।ଇସିରେ ସୁଧ।ର ନ ଆସିବା ଯ।ଏଁ ସୁନ। ଦର ଏମିତି ବଢ଼ିଚ।ଲିବ। ଏପଟେ ସୁନ। ବ୍ୟବସ।ୟୀ ଆଶଙ୍କ। କଲେଣି ସୁନ। ଦର ଯେଉଁଭଳି ବଢ଼ିଚ।ଲିଛି ଖୁବଶୀଘ୍ର ଏହ। ୭୦ ହଜ।ର ଛୁଇଁପ।ରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us