ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ପିଆଜ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ନୂଆ ପିଆଜ ବଜାରକୁ ଆସିବା ଯାଏ ଯେଉଁ ଦେଶରୁ ପିଆଜ ଆସୁଛି ସେହି ଦେଶର ବ୍ୟବସାୟୀମାନଙ୍କ ସହ ଯୋଗାଯୋଗ କରିବାକୁ ଭାରତୀୟ ହାଇ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମିତିକି ଆମଦାନୀ ଶୁଳ୍କ ଉପରେ ଉପରେ ସରକାର ରିହାତି ଦେଇଛନ୍ତି। ଖରିଫ ପିଆଜ, ମଣ୍ଡିରେ ପହଞ୍ଚିବା ଦର ଦାମ ସ୍ୱାଭାବିକ ହେବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି। […]

onion

onion

Subhransu Sekhar
  • Published: Thursday, 22 October 2020
  • Updated: 22 October 2020, 12:10 PM IST

Sports

Latest News

ନୂଆଦିଲ୍ଲୀ: ପିଆଜ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ନୂଆ ପିଆଜ ବଜାରକୁ ଆସିବା ଯାଏ ଯେଉଁ ଦେଶରୁ ପିଆଜ ଆସୁଛି ସେହି ଦେଶର ବ୍ୟବସାୟୀମାନଙ୍କ ସହ ଯୋଗାଯୋଗ କରିବାକୁ ଭାରତୀୟ ହାଇ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମିତିକି ଆମଦାନୀ ଶୁଳ୍କ ଉପରେ ଉପରେ ସରକାର ରିହାତି ଦେଇଛନ୍ତି। ଖରିଫ ପିଆଜ, ମଣ୍ଡିରେ ପହଞ୍ଚିବା ଦର ଦାମ ସ୍ୱାଭାବିକ ହେବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି।

ତେବେ ସରକାରଙ୍କ ହଠାତ୍ ଏହି ନିଷ୍ପତ୍ତି ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଥିବା ଆକଳନ କରାଯାଉଛି। ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ରହିଥିବା ବେଳେ ବିହାର ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନ ବେଳେ ପିଆଜ ଦର ହୁ ହୁ ହୋଇ ବଢ଼ିବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ତେଣୁ ଡିସେମ୍ୱର ୧୫ ଯାଏ ଦର ନିୟନ୍ତ୍ରଣ ପାଇଁ ସରକାର ରୋଡ୍ ମ୍ୟାପ ପ୍ରସ୍ତୁତ କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଖୁଚୁରା ଦୋକାନରେ ପିଆଜ ମୂଲ୍ୟ କିଲୋ ପିଛା ପାଖାପାଖି ୮୦-୧୦୦ ଟଙ୍କା ରହିଛି। ଯାହାର ପ୍ରଭାବ ଲୋକଙ୍କ ପକେଟ ଉପରେ ପଡ଼ିବା ଆରମ୍ଭ କରିଛି। ପିଆଜର ଘରୋଇ ଯୋଗାଣ ବୃଦ୍ଧି ଏବଂ ମୂଲ୍ୟ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧୫ ସୁଦ୍ଧା ଆମଦାନୀ ନିୟମରେ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ସେପ୍ଟେମ୍ବର ୧୪ରେ ପିଆଜ ରପ୍ତାନି ଉପରେ ସରକାର ରୋକ୍ ଲଗାଇଛନ୍ତି। ବିଭିନ୍ନ ରାଜ୍ୟରେ ହୋଇଥିବା ଲଗାଣ ବର୍ଷା ଏବଂ ବନ୍ୟା ପାଇଁ ଗଚ୍ଛିତ ପିଆଜ ନଷ୍ଟ ହୋଇଯାଇଛି। ତେଣୁ ଦରଦାମ ବଢ଼ିଥିବା ସୂଚନା ରହିଛି। ଏହାରି ଭିତରେ ଖରିଫ ପିଆଜ ବଜାରକୁ ଆସିବା ପୂର୍ବରୁ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ପିଆଜ ଉପଲବ୍ଧ କରାଇବାକୁ ସରକାର ସୁନିଶ୍ଚିତ କରାଇଛନ୍ତି।

ଆହୁରି ପଢନ୍ତୁ : ବିପଦ ଆଣିଛି ମେସିନ୍, ପାଞ୍ଚ ବର୍ଷରେ ଯିବ ୮.୫ କୋଟି ଚାକିରି!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story