ବଦଳିବ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା

ଦକ୍ଷତା ବୃଦ୍ଧି, ତଥ୍ୟ ସଂଗ୍ରହ ଓ ଅର୍ଥନୀତି ଉପରେ ଚଳନ୍ତି ବା ଜୀବିକା ମଜୁରୀର ସକାରାତ୍ମକ ପ୍ରଭାବ ଆଦି ପ୍ରସଙ୍ଗରେ ଜାଣିବା ପାଇଁ ଅଧିକାରୀମାନେ ଆଇଏଲଓର ସହାୟତା ଲୋଡ଼ିଛନ୍ତି।

Wages

representational image

Hemant Lenka
  • Published: Monday, 25 March 2024
  • Updated: 25 March 2024, 04:34 PM IST

Sports

Latest News

ସର୍ବନିମ୍ନ ମଜୁରୀକୁ ବଦଳାଇ ଚଳନ୍ତି ମଜୁରୀ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଅଛନ୍ତି ସରକାର। ୨୦୨୫ ସୁଦ୍ଧା ଏହାକୁ ବଦାଲଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ(ଆଇଏଲଓ) ଠାରୁ ସରକାର ବୈଷୟିକ ସହାୟତା ମାଗିଛନ୍ତି।

ଦକ୍ଷତା ବୃଦ୍ଧି, ତଥ୍ୟ ସଂଗ୍ରହ ଓ ଅର୍ଥନୀତି ଉପରେ ଚଳନ୍ତି ବା ଜୀବିକା ମଜୁରୀର ସକାରାତ୍ମକ ପ୍ରଭାବ ଆଦି ପ୍ରସଙ୍ଗରେ ଜାଣିବା ପାଇଁ ଅଧିକାରୀମାନେ ଆଇଏଲଓର ସହାୟତା ଲୋଡ଼ିଛନ୍ତି। ବାସଗୃହ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ପୋଷାକ ପରି ମୌଳିକ ଆବଶ୍ୟକତା ପୂରଣ ପାଇଁ ଉପଯୁକ୍ତ ମଜୁରୀ ଆଦି ଆଇଏଲ୍ଓ ଜୀବିକା ମଜୁରୀ ବ୍ୟବସ୍ଥାକୁ ବୁଝାଏ।

Also Read

ଚଳନ୍ତି ମଜୁରୀ ବର୍ତ୍ତମାନର ସର୍ବନିମ୍ନ ମଜୁରୀ ସ୍ତରରୁ ଅଧିକ ରହିବ। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, “ଆମେ ଗୋଟିଏ ବର୍ଷରେ ସର୍ବନିମ୍ନ ମଜୁରୀକୁ ଅତିକ୍ରମ କରିପାରିବୁ।”

ଜେନେଭାରେ ଆଇଏଲ୍ଓର ବୈଠକରେ ଏପରି ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତରେ ୫ କୋଟିରୁ ଅଧିକ ଶ୍ରମିକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୯୦% ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ଏହି ବର୍ଗର ଶ୍ରମିକମାନେ ଦୈନିକ ସର୍ବନିମ୍ନ ମଜୁରୀ ବାବଦରେ ପ୍ରାୟ ୧୭୬ ବା ତା’ଠାରୁ ଅଧିକ(ରାଜ୍ୟ ଅନୁଯାୟୀ ଭିନ୍ନ ଭିନ୍ନ) ଟଙ୍କା ପାଇଥାଆନ୍ତି।

ଅବଶ୍ୟ ୨୦୧୭ ମସିହାରୁ ଜାତୀୟ ବେତନ ବ୍ୟବସ୍ଥା ସ୍ଥିର ରହିଛି। ତଥାପି ରାଜ୍ୟଗୁଡ଼ିକରେ ଏହାର କାର୍ଯ୍ୟକାରିତାର ଅଭାବ ଦେଖାଯାଉଛି। ତେଣୁ ଶ୍ରମିକଙ୍କ ବେତନରେ ଅସଙ୍ଗତି ଦେଖାଦେଇଛି। ୨୦୧୯ରେ କୋଡ ଅନ୍‌ ୱେଜେସ ପାରିତ ହୋଇଛି। କିନ୍ତୁ ଏହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଯଦି ଏହା କାର୍ଯ୍ୟକାରୀ ହେବ, ତା’ହେଲେ ସମସ୍ତ ରାଜ୍ୟରେ ସର୍ବଭାରତୀୟ ସ୍ତରର ମଜୁରୀ ବ୍ୟବସ୍ଥା ଲାଗୁ ହୋଇପାରିବ।

୧୯୨୨ରୁ ଆଇଏଲ୍ଓର ପ୍ରତିଷ୍ଠାତା ସଦସ୍ୟ ରହିଥିବା ଭାରତ ୨୦୨୩ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟକୁ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ସର୍ବନିମ୍ନରୁ ଜୀବିକା ମଜୁରୀ ବ୍ୟବସ୍ଥା ଲାଗୁ କରିବା ଦାରିଦ୍ର୍ୟ ଦୂରୀକରଣ ଉଦ୍ୟମକୁ ତ୍ୱରାନ୍ୱିତ କରିବା ପାଇଁ ଗୋଟିଏ ରଣନୀତି।

ବିକାଶଶୀଳ ଦେଶଗୁଡ଼ିକର ଚଳନ୍ତି ମଜୁରୀ ବ୍ୟବସ୍ଥା ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ଶୈଳୀକୁ ଦର୍ଶାଇଥାଏ। ଚଳନ୍ତି ମଜୁରୀ ପରିଭାଷା ପାଇଁ ଜୀବନଧାରଣର ମାନଦଣ୍ଡରେ ଅର୍ଥନୀତିକ, ସାମାଜିକ ଓ ଜନସଂଖ୍ୟା ଉପାଦାନଗୁଡ଼ିକୁ ସାମିଲ କରିବାକୁ ଶ୍ରମ ସଚିବ ସୁମିତା ଦାୱାର ଗୁରୁତ୍ୱାରୋପ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story