Advertisment

ବଢ଼ିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲର ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ୩୧ ଡିସେମ୍ବର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧିକୁ ଜାନୁଆରୀ ୧୦ ଯାଏ ବଢ଼ାଇଛନ୍ତି କେନ୍ଦ୍ର ସରକାର।ସେହିପରି ଅଡିଟ ଯୁକ୍ତ ଆକାଉଣ୍ଟ ରିଟର୍ଣ୍ଣ ଅବଧି ଫେବ୍ରୁଆରୀ ୧୫ ଯାଏ ବୃଦ୍ଧି ହୋଇଛି। ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ୍ ରିଟର୍ଣ୍ଣ ଅବଧିକୁ ବି ବଢ଼ାଇ ଫେବ୍ରୁଆରୀ ୧୫କୁ କରିଛନ୍ତି। ଏହା ପୂର୍ବରୁ ଆୟକର ଦାଖଲ ସମୟ ସୀମା  ୩୧ ଡିସେମ୍ବର ଯାଏଁ ଥିଲା। In view of the […]

author-image
Subhransu Sekhar
ବଢ଼ିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

it

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲର ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ୩୧ ଡିସେମ୍ବର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧିକୁ ଜାନୁଆରୀ ୧୦ ଯାଏ ବଢ଼ାଇଛନ୍ତି କେନ୍ଦ୍ର ସରକାର।ସେହିପରି ଅଡିଟ ଯୁକ୍ତ ଆକାଉଣ୍ଟ ରିଟର୍ଣ୍ଣ ଅବଧି ଫେବ୍ରୁଆରୀ ୧୫ ଯାଏ ବୃଦ୍ଧି ହୋଇଛି। ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ୍ ରିଟର୍ଣ୍ଣ ଅବଧିକୁ ବି ବଢ଼ାଇ ଫେବ୍ରୁଆରୀ ୧୫କୁ କରିଛନ୍ତି। ଏହା ପୂର୍ବରୁ ଆୟକର ଦାଖଲ ସମୟ ସୀମା  ୩୧ ଡିସେମ୍ବର ଯାଏଁ ଥିଲା।

Advertisment

https://twitter.com/IncomeTaxIndia/status/1344260412355665920?s=20