/odisha-reporter/media/post_attachments/uploads/2018/12/Untitled-1-11.jpg)
Untitled-1
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ୫, ୧୨, ୧୮ ଏବଂ ୨୮ପ୍ରତିଶତ ଭଳି ୪ ଥାକିଆ ଜିଏସ୍ଟି ବ୍ୟବସ୍ଥା ରହିବନାହିଁ। ଏହି ୪ଟି ଭିତରୁ ମଝାମଝି ଗୋଟିଏ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଧାର୍ଯ୍ୟ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଭଳି କହିଛନ୍ତି।
Advertisment
ବର୍ତ୍ତମାନ ପ୍ରାୟ ସାମଗ୍ରୀ ଓ ସେବା ୧୨ ଏବଂ ୧୮% ମଧ୍ୟରେ ରହୁଥିବା ବେଳେ ଏହାକୁ ମିଶାଇ ଦିଆଯିବ। ଏ ଦିଗରେ ସରକାର ବିଚାର କରୁଛନ୍ତି ବୋଲି ଜେଟ୍ଲୀ କହିଛନ୍ତି।
ସେ କହିଛନ୍ତି ଆଗକୁ ଗୋଟିଏ ମାତ୍ର ଷ୍ଟାଣ୍ଡାର୍ଡ ରେଟ୍ ରଖାଯିବ ଯେଉଁଥିରେକି ବିଳାସମୟ ଏବଂ ଅବଗୁଣକାରୀ ବସ୍ତୁ ବା ସାମଗ୍ରୀ ସ୍ଥାନପାଇବ। ଏହାବାଦ୍ ମାତ୍ରାଧିକ ସେବା ଓ ସାମଗ୍ରୀକୁ ସର୍ବନିମ୍ନ ଟିକସ ଥାକ ୫%ରେ ସ୍ଥାନିତ କରି ବାକି ସବୁକୁ ଟିକସ ମୁକ୍ତ କାରଯିବ ବୋଲି ଜେଟ୍ଲୀ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
