Advertisment

ଏକ ଥାକିଆ ହେବ ଜିଏସ୍‌ଟି : ଜେଟ୍‌ଲୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ୫, ୧୨, ୧୮ ଏବଂ ୨୮ପ୍ରତିଶତ ଭଳି ୪ ଥାକିଆ ଜିଏସ୍‌ଟି ବ୍ୟବସ୍ଥା ରହିବନାହିଁ। ଏହି ୪ଟି ଭିତରୁ ମଝାମଝି ଗୋଟିଏ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଧାର୍ଯ୍ୟ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଭଳି କହିଛନ୍ତି। ବର୍ତ୍ତମାନ ପ୍ରାୟ ସାମଗ୍ରୀ ଓ ସେବା ୧୨ ଏବଂ ୧୮% ମଧ୍ୟରେ ରହୁଥିବା ବେଳେ ଏହାକୁ ମିଶାଇ ଦିଆଯିବ। ଏ ଦିଗରେ ସରକାର ବିଚାର କରୁଛନ୍ତି ବୋଲି ଜେଟ୍‌ଲୀ କହିଛନ୍ତି। ସେ […]

ଏକ ଥାକିଆ ହେବ ଜିଏସ୍‌ଟି : ଜେଟ୍‌ଲୀ

Untitled-1

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ୫, ୧୨, ୧୮ ଏବଂ ୨୮ପ୍ରତିଶତ ଭଳି ୪ ଥାକିଆ ଜିଏସ୍‌ଟି ବ୍ୟବସ୍ଥା ରହିବନାହିଁ। ଏହି ୪ଟି ଭିତରୁ ମଝାମଝି ଗୋଟିଏ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଧାର୍ଯ୍ୟ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଭଳି କହିଛନ୍ତି।

Advertisment

ବର୍ତ୍ତମାନ ପ୍ରାୟ ସାମଗ୍ରୀ ଓ ସେବା ୧୨ ଏବଂ ୧୮% ମଧ୍ୟରେ ରହୁଥିବା ବେଳେ ଏହାକୁ ମିଶାଇ ଦିଆଯିବ। ଏ ଦିଗରେ ସରକାର ବିଚାର କରୁଛନ୍ତି ବୋଲି ଜେଟ୍‌ଲୀ କହିଛନ୍ତି।

ସେ କହିଛନ୍ତି ଆଗକୁ ଗୋଟିଏ ମାତ୍ର ଷ୍ଟାଣ୍ଡାର୍ଡ ରେଟ୍‌ ରଖାଯିବ ଯେଉଁଥିରେକି ବିଳାସମୟ ଏବଂ ଅବଗୁଣକାରୀ ବସ୍ତୁ ବା ସାମଗ୍ରୀ ସ୍ଥାନପାଇବ। ଏହାବାଦ୍‌ ମାତ୍ରାଧିକ ସେବା ଓ ସାମଗ୍ରୀକୁ ସର୍ବନିମ୍ନ ଟିକସ ଥାକ ୫%ରେ ସ୍ଥାନିତ କରି ବାକି ସବୁକୁ ଟିକସ ମୁକ୍ତ କାରଯିବ ବୋଲି ଜେଟ୍‌ଲୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe