ଆଜି ଖସୁଛି, କାଲି ବଢୁଛି || Vegetable Market Price || Cuttack Chhatra Bazar || Odisha Reporter
କନ୍ଦାଇଲାଣି ପନିପରିବା ଦର। ବଜାରରେ ଯାହାକୁ ଛୁଇଁଲେ ୮୦ ପାର। କିଛି ପନିପରିବାର ଦାମ୍ ୧୫୦ ଟଙ୍କା ପାର କଲାଣି। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି। ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
