Advertisment

ରାଜ୍ୟରେ ପରିବା ଦର ଆକାଶ ଛୁଆଁ

କନ୍ଦାଇଲାଣି ପନିପରିବା ଦର। ବଜାରରେ ଯାହାକୁ ଛୁଇଁଲେ ୮୦ ପାର ।

ଅଦ୍ୟତନ ହୋଇଛି
Advertisment

କନ୍ଦାଇଲାଣି ପନିପରିବା ଦର। ବଜାରରେ ଯାହାକୁ ଛୁଇଁଲେ ୮୦ ପାର। କିଛି ପନିପରିବାର ଦାମ୍ ୧୫୦ ଟଙ୍କା ପାର କଲାଣି। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି। ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Cuttack Vegetable Prices Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe