china electronic product
Advertisment
ନୂଆଦିଲ୍ଲୀ: ଚାଇନାରୁ ଆମଦାନୀ ହେବନି ଖରାପ ମାନର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ। ଏଥିପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସରକାର କମ୍ପୁଲସରୀ ରେଜିଷ୍ଟ୍ରେସନ ଅର୍ଡର (ସିଆରଓ) ନିୟମ ଲାଗୁ କରିଛନ୍ତି।
Advertisment
ଏହାଦ୍ୱାରା ଚାଇନାରୁ ଆସୁଥିବା ଖରାପ ମାନର ଡିଜିଟାଲ୍ କ୍ୟାମେରା, ୱେବକ୍ୟାମ, ବ୍ଲୁଟୁଥ୍ ସ୍ପିକର, ସ୍ମାର୍ଟ ସ୍ପିକର, ହେଡସେଟ୍ ଆଦି ଆଉ ଆସିପାରିବନି। ଅର୍ଥାତ୍ ଯାହା ଆସିବ ତାହା ବିଏସଆଇ(Bureau Standards of India) ମାନର ହେବା ଦରକାର। ସରକାର ଏବେ ଏଥିପାଇଁ ଡବ୍ଲୁଟିଓ ବା ଓ୍ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନକୁ ଅବଗତ କରାଇ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/china-electronic-product.jpg)