ହଂକଂକୁ ପଛରେ ପକାଇ ବିଶ୍ୱରେ ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Tuesday, 23 January 2024
  • Updated: 23 January 2024, 02:05 PM IST

Sports

Latest News

ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର  କୋଟି ଡଲାରରେ ପହଞ୍ଚିଥିବାବେଳେ ହଂକଂ ଷ୍ଟକ୍ ମାର୍କେଟର ମୋଟ ବଜାର ଭାରତଠାରୁ ପଛରେ ପଡ଼ିଯାଇଛି। 

ହଂକଂ ଷ୍ଟକ୍ ମାର୍କେଟର କ୍ୟାପ୍ ୪ ଲକ୍ଷ ୨୯ ହଜାର କୋଟି ଡଲାର ସହ ଭାରତଠାରୁ ସାମାନ୍ୟ ପଛରେ ପଡ଼ିଯାଇଛି। ଏହା ସହିତ ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି। ଡିସେମ୍ବର ୫ରେ ପ୍ରଥମ ଥର ପାଇଁ ଏହାର ଷ୍ଟକ୍ ମାର୍କେଟ୍ କ୍ୟାପ୍ ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିଥିଲା।

Also Read

କ୍ରମାଗତ ଭାବରେ ବଢୁଥିବା ଖୁଚୁରା ନିବେଶକାରୀଙ୍କ ବେସ୍ ଏବଂ ଦୃଢ କର୍ପୋରେଟ୍ ଆୟ କାରଣରୁ ଭାରତରେ ଇକ୍ୱିଟି ବଜାର ଦ୍ରୁତ ଗତିରେ ବଢିଚାଲିଛି। ଏଥି ସହିତ, ୨୦୨୩ରେ ବିଦେଶୀ ପାଣ୍ଠି ମାଧ୍ୟମରେ ଭାରତୀୟ ଷ୍ଟକ ବଜାରରେ ୨୧୦୦ କୋଟି ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଥିଲା, ଯାହା ଦ୍ୱାରା ବେଞ୍ଚମାର୍କ ଇଣ୍ଡେକ୍ସ S&P BSE ସେନସେକ୍ସ ଇଣ୍ଡେକ୍ସକୁ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା। 

ଗୋଟିଏ ପଟେ ଭାରତୀୟ ଷ୍ଟକ୍ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ହଂକଂର ବଜାରରେ ହ୍ରାସ ଦେଖିବାକୁ ମିଳୁଛି, ଯେଉଁଠାରେ ଚୀନର କେତେକ ଶକ୍ତିଶାଳୀ କମ୍ପାନୀ ରହିଛି। ଚୀନ୍ ଏବଂ ହଂକଂ ଷ୍ଟକଗୁଡିକର ମୋଟ ବଜାର ମୂଲ୍ୟ ୬ ଲକ୍ଷ କୋଟି ଡଲାରରୁ ଅଧିକ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story