'ଆକଳନଠାରୁ ଦ୍ରୁତ ଗତିରେ ଦେଶର ଅର୍ଥନୀତି ସୁଧୁରୁଛି’

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ଏଥିପାଇଁ ଭାରତ, ଫ୍ରାନ୍ସ, ବ୍ରିଟେନ୍ ଆମେରିକା ଭଳି ଅନେକ ଦେଶର ଅର୍ଥନୀତି ଖରାପ ରହିଛି। ହେଲେ ଏହାରି ଭିତରେ ଭାରତ ପାଇଁ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ ଦେଶର ଅର୍ଥନୀତି ଏବେ ଉପରମୁହାଁ ରହିଛି। ଏମିତିକି ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ମଧ୍ୟ ଭାରତୀୟ ବଜାରକୁ ଗୁରୁତ୍ୱ ଦେଉଛନ୍ତି। ଅନେକ ବିଦେଶୀ ନିବେଶକାରୀ ମଧ୍ୟ ଭାରତରେ ନିବେଶ କରିବା ପାଇଁ ଉତ୍ସାହ […]

indian economy

indian economy

Subhransu Sekhar
  • Published: Monday, 16 November 2020
  • Updated: 16 November 2020, 08:12 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ଏଥିପାଇଁ ଭାରତ, ଫ୍ରାନ୍ସ, ବ୍ରିଟେନ୍ ଆମେରିକା ଭଳି ଅନେକ ଦେଶର ଅର୍ଥନୀତି ଖରାପ ରହିଛି। ହେଲେ ଏହାରି ଭିତରେ ଭାରତ ପାଇଁ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ ଦେଶର ଅର୍ଥନୀତି ଏବେ ଉପରମୁହାଁ ରହିଛି। ଏମିତିକି ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ମଧ୍ୟ ଭାରତୀୟ ବଜାରକୁ ଗୁରୁତ୍ୱ ଦେଉଛନ୍ତି। ଅନେକ ବିଦେଶୀ ନିବେଶକାରୀ ମଧ୍ୟ ଭାରତରେ ନିବେଶ କରିବା ପାଇଁ ଉତ୍ସାହ ଦେଖାଉଥିବା ଜଣାପଡ଼ିଛି।

ଅକ୍ସଫୋର୍ଡ ଇକୋନୋମିକ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ଅର୍ଥନୀତି ଖରାପ ହେବ ବୋଲି ଯେଉଁଭଳି ଆଶା କରାଯାଉଥିଲା ତାହା ଏବେ ନାହିଁ। ତେଣୁ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ପରିବର୍ତ୍ତନ କରିପାରେ। କାରଣ ଏବେ ଆରବିଆଇ ଋଣ ହାର ସ୍ୱଳ୍ପ ରଖିଛି।

ରିପୋର୍ଟରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକରେ ମୁଦ୍ରାସ୍ଫୀତି ହାରାହାରି ୬ ପ୍ରତିଶତରୁ ଅଧିକହେବ ବୋଲି ଅକ୍ସଫୋର୍ଡ଼ ତାର ରିପୋର୍ଟରେ କହିଛି। ଡିସେମ୍ବର ମାସରେ ଆରବିଆଇ ମୁଦ୍ରା ସମୀକ୍ଷା ବୈଠକ କରିବ ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ନୀତି ହାରକୁ ଅପରିବର୍ତ୍ତିତ ରଖିପାରେ ବୋଲି ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story